ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ

ନୂଆଦିଲ୍ଲୀ: ୩୧ ଦିନ ଧରି ଜାରି ରହିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ନିଷ୍ପତ୍ତି ଅନେକ ଦେଶକୁ ଚକିତ କରିଛି। ଭାରତର ନିଷ୍ପତ୍ତିରେ ଆମେରିକା ଚିନ୍ତିତ ତ ଅଛି; କିନ୍ତୁ ଆମେରିକା ଭାବୁଛି ସେ ଭାରତକୁ ନିଜ କଥାରେ ମନାଇବାକୁ ଦିନେ ସଫଳ ହେବ। ହ୍ଵାଇଟ୍ ହାଉସ୍ ସିକ୍ୟୁରିଟି କାଉନସିଲରେ ଇଣ୍ଡୋ-ପେସିଫିକ୍ ଡାଇରେକ୍ଟର ମୀରା ରାପ୍ ହୁପର୍ କହିଛନ୍ତି, ଆମେ ଭାରତକୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଛୁ। ୟୁକ୍ରେନ ଉପରେ … Continue reading ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ